#ବିଶ୍ୱ_କୀର୍ତ୍ତିମାନ_ଅର୍ଜିଛି_କେନ୍ଦୁଝର_ବଳଦେବ_ଜୀଉଙ୍କ_କାଠରଥ
କେନ୍ଦୁଝର ବଳଦେବ ଜୀଉଙ୍କ ନନ୍ଦିଘୋଷ ରଥକୁ ମିଳିଛି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ । ବିଶ୍ବର ସବୁଠୁ ବଡ଼ କାଠ ରଥ ପାଇଁ ମିଳିଛି ଏହି ଆନ୍ତର୍ଜାତୀୟ ସ୍ବୀକୃତି ।
#Keonjhar #woodenchariot #GuinnessWorldRecords #Odisha #ArgusNews