ପିଲାଟିଏ ଜନ୍ମ ହେବା ପରେ ପିଲାକୁ ନେଇ ବାପା ମା ବନ୍ଧୁ ବନ୍ଧବ ସମତେ ଖୁସି ହୋଇଥାନ୍ତି। ପିଲାକୁ ନେଇ ବାପା ମା ଅନେକ ସ୍ୱପ୍ନ ମଧ୍ୟ ଦେଖିଥାନ୍ତି। ପିଲାଟି ଦିନେ ବଡ ହୋଇ ଭଲ ମଣିଷଟିଏ ହେଉ ଓ ଆମର ବର୍ଦ୍ଧକ୍ୟ ସମୟରେ ଆମର ଦେଖାରଖା କରୁ । ହେଲେ ଯେତେବେଳେ ବାପା ମା ବର୍ଦ୍ଧକ୍ୟ ହୋଇ ଯାଆନ୍ତି ଓ ପିଲାଟି ହଠାତ ଅକାମି ବା ତାର ସମସ୍ତ ଶକ୍ତି ହରାଇବସେ ,ଥରେ ଭାବନ୍ତୁ କଣ ହେଉଥିବା ସେତେବେଳେ ବାପା ମାଙ୍କ ମନ।
#parents #disabledson #sad #painful #help #Baleswar
#Odisha #ArgusNews