#ନିଉଡ଼_କଲ_କରି_ଇଂଜିନିୟରଙ୍କୁ_25ଲକ୍ଷର_ଚୁନା_ଲଗାଇଲେ_ଯୁବତୀ
ନିଉଡ଼ କଲର ଶିକାର ହେଲେ ରାଜଧାନୀର BSNL ଇଂଜିନୟର । ଇଂଜିନିୟରଙ୍କ ଆକାଉଣ୍ଟ ରୁ 25 ଲକ୍ଷ ଟଙ୍କା ଗୋଲ । ଅନ୍ୟପଟେ ରାଜଧାନୀରେ ହେଉଥିବା ସାଇବର ଠକେଇ ମଧ୍ୟରୁ 30 ପ୍ରତିଶତ ଲୋକ ନିଉଡ଼ କଲ ଯୋଗୁ ଠକେଇର ଶିକାର ହେଉଥିବା କୁହାଯାଇଛି ।
#BSNLengineer #capital #Bhubaneswar #blackmail #Odisha #ArgusNews