#ଯୁବକଙ୍କୁ_ଫୁସୁଲାଇ_ସୁନା_ଗହଣା_ଲୁଟିନେଲେ_ଯୁବତୀ
ଅଜଣା ସମ୍ପର୍କରୁ ପ୍ରେମ, ତାପରେ ବିବାହ। ବିବାହ ପାଇଁ ନିମନ୍ତ୍ରଣ କାର୍ଡ ବି ଛପା ଯାଇଥିଲା। କିନ୍ତୁ, ବର୍ତ୍ତମାନ ଯୁବକଙ୍କୁ ଫୁସୁଲାଇ ସବୁ ସୁନା ଗହଣା ଓ ଲକ୍ଷେ ଟଙ୍କା ନେଇ ଯୁବତୀ ମାରିଛନ୍ତି ଚମ୍ପଟ।
#Brahmapur #Loot #Marriage #Odisha #ArgusNews