ରାଜ୍ୟରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୩୦୦ ଟପିଲା ଦୈନିକ ସଙ୍କ୍ରମଣ । ୨୪ ଘଣ୍ଟାରେ ଓଡ଼ିଶାରେ ୩୪୬ ନୂଆ ପଜିଟିଭ । ଖୋର୍ଦ୍ଧାରୁ ସର୍ବାଧିକ ୧୮୯, କଟକରୁ ୫୧, ଷ୍ଟେଟପୁଲରୁ ୪୧, କ୍ବାରେଣ୍ଟାଇନରୁ ୨୦୨ ଓ ଲୋକାଲ କେସ୍ ରହିଛି ୧୪୪ । ସେହିପରି ୧୮ ବର୍ଷରୁ କମ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ରହିଛି ।
#corona #ArgusNews #Odisha #COVID19