#ଖରାଦିନେ_ଉତ୍କଟ_ପାନୀୟ_ଜଳ_ସମସ୍ୟା
୨ ହଜାରରୁ ଅଧିକ ଗ୍ରାମବାସୀ ପ୍ରତ୍ୟକ ଦିନ ଲୌହ ମିଶା ଆଇରନ ପାଣି ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ଓ ନାନା ରୋଗରେ ପଡୁଛନ୍ତି । ହେଲେ ପ୍ରଶାସନିକ ସ୍ତରରେ କାର୍ଯ୍ୟନୁଷ୍ଠାନ କିଛି ନାହିଁ । ବାଲେଶ୍ବର ଉପକଣ୍ଠ ମୟୁରଭଞ୍ଜ ଜିଲ୍ଲାର ବେତନଟି ବ୍ଲକର କଳମା ପଞ୍ଚାୟତର ୩ଟି ଓ୍ବାର୍ଡର ବାସିନ୍ଦା ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଭୋଗ କରୁଛନ୍ତି ।
#balasore #Mayurbhanj #betnati #WaterProblem #Odisha #ArgusNews