ବ୍ୟବସାୟୀଙ୍କ ପାଇଁ ଉପଯୁକ୍ତ ବଜାର ଅଭାବ !
ଆତ ବା କଷ୍ଟେଡ଼ ଆପଲ ଏକ ସୁସ୍ବାଦୁ ଫଳ ଆଉ ଏହା ଦକ୍ଷିଣ ଓଡ଼ିଶାବାସୀଙ୍କ ବେଶ ପସନ୍ଦ। କିନ୍ତୁ ସେଠାରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ବ୍ୟବସାୟୀ । ଉପଯୁକ୍ତ ବଜାର ଅଭାବ, ଶୀତଭଣ୍ଡାରର ଅଭାବ କାରଣରୁ ଅନେକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ଦେଖିବା ରିପୋର୍ଟ
#CustardApple #market #ColdStore #Rayagada #ArgusNews #Odisha