#ଜୀବନ_ଯନ୍ତ୍ରଣାରେ_ଶଢ଼ୁଛନ୍ତି_ଚିତ୍ରକର_ପୂର୍ଣ୍ଣ_ଚନ୍ଦ୍ର_ସେଠି
ଟ୍ରିଟମେଣ୍ଟ ନହେଲେ ଜୀବନ ପ୍ରତି ବିପଦ । ଯିଏ ଜୀବନକୁ କାନଭାସରେ ଆଙ୍କିଦେଉଥିଲା ରଙ୍ଗବେରଙ୍ଗ କରି ଦିନେ ତାଙ୍କ ଜୀବନର ରଙ୍ଗ ଏତେ ଶୀଘ୍ର ଫିକା ପଢିଯିବ ବୋଲି ହୁଏତ ସେ କେବେ ଭାବିନଥିବେ ।ହେଲେ ଆଜି ସେ ଅକ୍ଷମ ପାଲଟିଯାଇଛନ୍ତି , ଚିକିତ୍ସା ପାଇଁ ମାଗୁଛନ୍ତି ସରକାରୀ ସହାୟତା ।
#painter #sick #Ganjam #Chhatrapur #Odisha #ArgusNews