ବାଲେଶ୍ୱରରେ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ତିଆରି ପାଇଁ କାଗଜ ପ୍ରସ୍ତୁତ କାରଖାନା। ଏଥିପାଇଁ ବାଲେଶ୍ୱରରେ ଆର ବି ଆଇର ତିନିଜନିଆ ଟିମ ସହ ଜିଲ୍ଲାର ଇଡ୍କୋ ଓ ଦୀପାର ଅଧିକାରୀ। ସେପଟେ ଜିଲ୍ଲାରେ ଶିଳ୍ପ ବୃଦ୍ଧି ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ସ୍ଥାନ ବୁଲିଲେ ଇଡ୍କୋର ଟିମ ।
#Balasore #RBITeam #ReserveBank #papermill #idcoteam #industrialgrowth #ArgusNews