#ମୋତେ_ହଟେଇବାକୁ_ସେମାନେ_ପ୍ଲାନିଂ_କରୁଛନ୍ତି
ନିଜ ହକ୍ ପାଇଁ ଦୀର୍ଘ 10ଦିନ ହେଲା ବ୍ରହ୍ମପୁରର ଦେଶୀବେହେରା ସାହିରେ ପ୍ରେମିକ କେ ଦିନେସଙ୍କ ଘର ଆଗରେ ପ୍ରେମିକା କେ ଦୀପିକା ଙ୍କ ଧାରଣା ଜାରି ରହିଛି।କିନ୍ତୁ ଧାରଣା ସ୍ଥଳରେ ଆଜି ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଛି।
#Berhampur #LoveSexDhoka #justice #kdeepika #violence #Odisha #ArgusNews