#ପ୍ରେମିକା_୪୨୦
ବିହାରୀ ନାଗର ପ୍ରେମରେ ବାଇ, ୯୭ ଲକ୍ଷ ନେଲା ଚୋରେଇ, ଦେଲା ବଢେଇ…
ରାଜଧାନୀର ଛାଡି ଉପରେ ପ୍ରେମିକାର ଫ୍ରଡ୍ ଏବେ ଚର୍ଚ୍ଚାରେ। ନିଜ ପ୍ରେମିକ ପାଇଁ ସେ ପାଲଟିଛନ୍ତି ଚୋରଣୀ। ନିଜେ ଚାକରି କରୁଥିବା କଲେଜ ଆକାଉଣ୍ଟକୁ ଚୁନା ଲଗେଇ ଦେଇଛନ୍ତି। ଟଙ୍କାଏ କି ଦୁଇଟଙ୍କା ନୁହେଁ ଏକାବେଳେ ୯୭ ଲକ୍ଷ ଟଙ୍କା।
#Odisha #ArgusNews #Bhubaneswar #Fraud #cheating #girlfriend #cheaterboyfriend