#ତୃତୀୟ_ଲହରର_ମୁକାବିଲା_ପାଇଁ_କେତେ_ପ୍ରସ୍ତୁତ_ରାଜ୍ୟ_ସରକାର
ଆସନ୍ତା ୬ରୁ ୭ ସପ୍ତାହ ଭିତରେ ତୃତୀୟ ଲହର ଆସିବା ନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିବା ପରେ ଏବେ ଏହା ପଛର କାରଣ ଖୋଜାଚାଲିଛି । କଟକଣା କୋହଳ ହେବା ପରେ ଲୋକମାନଙ୍କର ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
#ArgusNews #Odisha #ArgusNewsTV #corona #Bhubaneswar #ThirdWaveCovid