#ସମ୍ଭାବ୍ୟ_ତୃତୀୟ_ଲହର_ପାଇଁ_ପ୍ରସ୍ତୁତ_ରାଜ୍ୟ_ସରକାର
ଏକ ସ୍ବତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାପାଳ ଏବଂ ମେଡିକାଲ କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ଗାଇଡଲାଇନ ଅନୁସାରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଡିଏମଇଟିଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି ।
#ArgusNews #ArgusNewsTV #Odisha #ThirdWaveCovid #Preparation