#କରୋନା_ମୁକାବିଲା_ନେଇ_କେନ୍ଦ୍ର_ସରକାରଙ୍କ_ବଡ଼_ପଦକ୍ଷେପ
#କରୋନା_ମୁକାବିଲା_ପାଇଁ_ଓଡିଶାକୁ_ଅଗ୍ରୀମ_୮୬୧_କୋଟି_ଟଙ୍କାର_କେନ୍ଦ୍ରୀୟ_ସହାୟତା
ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି ଏହାର ସଠିକ ମୁକାବିଲା ପାଇଁ ଓଡିଶାକୁ ମିଳିବାକୁ ଯାଉଛି ଆଗୁଆ ୮୬୧ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା । ସୁବୁଠୁ ବଡ ପ୍ରଶ୍ନ ହେଉଛି, ତୃତୀୟ ଲହର ପାଇଁ କଣ ରହିଛି ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ମୁକାବିଲା ଲାଗି କେଉଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ସ୍ବାସ୍ଥ୍ୟ ବିଭାଗ ।
#ArgusNews #Odisha #ArgusNewsTV #ThirdWaveCovid