#ଏ_ହେଉଛି_ଦଶମନ୍ତପୁର_ବ୍ଲକ_ନନ୍ଦିଗାଁ_ପଞ୍ଚାୟତର_ପଟିପାର_ଗାଁର_ଦୃଶ୍ୟ
ଦଶମନ୍ତପୁର ସଦର ମୋହକୁମା ଠାରୁ 35କିମି ଦୂରରେ ପଡେ ଏହି ଏହି ଗ୍ରାମ । ସ୍ୱାଧିନତାର ୭୫ବର୍ଷ ପରେ ବି ଏଠାରେ ଗଡୁନି ବିକାଶର ରଥ । ଲୋକଙ୍କୁ ମିଳିପାରୁନି ମୌଳିକ ସୁବିଧା ।
#ArgusNews #development #OdishaGovt #Koraput #nandigaan #Odisha