#ଏଥର_ଗାଡିଜବତ_ହେଲେ_ଫାଇନ_ନୁହେଁ_ସିଧା_କୋର୍ଟଚାଲାଣ
ବୁଲେଟ ପରେ ଏବେ ଜବତ ହେଉଛି ମୋଡିଫାଏଡ ସାଇଲେନ୍ସର। ଦୋକାନରୁ ଦୋକାନ ବୁଲି ପୋଲିସର ସାଇଲେନ୍ସର ଚେକ। ରାଜଧାନୀର ବିଭିନ୍ନ ଦୋକାନରେ ମୋଡିଫିକେସନ ଦୋକାନରେ ପହଞ୍ଚିଛନ୍ତି କମିଶନର ପୋଲିସ ଟିମ୍।
#Bhubaneswar #Raid #bullet #bikemodification #bikemodificationshop #BulletSilencer #court #CommissioneratePolice #Odisha #ArgusNews