#ବାଘ୍_ଡରେ_ଥରୁଛନ୍_9ଟା_ଗାଁର୍_ଲୁକେ
ଗାଁ ପାଖେ ବୁଲୁଛେ ମହାବଲ୍ ବାଘ୍ । ର୍ ସାମନେ ବାଘ୍ ପାଦ୍ ଚିହ୍ନା ଦେଖିକିନା ଡରେ ଥରୁଛନ୍ 9ଟା ଗାଁର୍ ଲୁକେ । କିହେ କିହେ କବାଟ ଝରକା ବନ୍ଦ କରିକିନା ସବୁବେଲେ ଘର୍ ଭିତରେ ରହୁଥିବାର୍ ବେଲକେ ଆର୍ କେହି ତାଲା ମାରିକିନା ଘର୍ ଛାଡିଦେଲେନ । ସିଆଡେ ବନ ବିଭାଗ ଅନୁଧ୍ୟାନ କରବା ସଙ୍ଗେ ଲଗାଲା ୫ଟା ଟ୍ରାକ୍ କ୍ୟାମେରା । ଦେଖୁନ୍ ନୂଆପଡା ଖଡ଼ିଆଳନୁ ।
#Nuapada #Tiger #Village #Odisha #ArgusNews