#ରଙ୍ଗ_ବେରଙ୍ଗ_ମାଳିରେ_ଗଢା_ତିନି_ରଥ
#ପ୍ରିୟଙ୍କା_ସାହାଣୀଙ୍କ_ନିଆରା_କଳାକୃତି
ମାଳିରେ ତିଆରି ବନମାଳି ଜଗନ୍ନାଥଙ୍କ ରଥ । କାନଭାସ ଉପରେ ଜୀବନ୍ତ ରଙ୍ଗ ବେରଙ୍ଗ ମାଳିର ରଥଯାତ୍ରା । ବାହୁଡା ଯାତ୍ରା ଉପଲକ୍ଷେ ଏପରି ଅପୂର୍ବ କଳାକୃତିକୁ ତିଆରି କରିଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ।
#Artist #PriyankaSahani #BahudaYatra #Artwork #Odisha #ArgusNews