#ଦଶ_ଦିନରେ_ତିନି_ନବଜାତ_ଶିଶୁର_ମୃତ୍ୟୁ
#ଠିକ_ସ୍ଵାସ୍ଥ୍ୟ_ସେବା_ନ_ପାଇ_ଶିଶୁ_ମୃତ୍ୟୁ_ହେଉଥିବା_ଅଭିଯୋଗ
ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାଠରଗଡା ପଞ୍ଚାୟତର ନୂଆଗୁଡା ଗ୍ରାମରେ । ଏହି ଗ୍ରାମରେ ଦୀର୍ଘ ଦଶ ଦିନ ମଧ୍ୟରେ ତିନି ଦମ୍ପତିଙ୍କର ତିନି ନବଜାତ ଶିଶୁର ମୃତ୍ୟୁ ଗ୍ରାମରେ ସୋକାକୁଳ ପରିବେଶ ସୃଷ୍ଟି କରିଛି ।
#ArgusNews #Allegations #healthcare #Koraput #villagers #DeathCase #Odisha