#ପାଣି_ନାହିଁ_କେମିତି_ମେଣ୍ଟିବ_ଶୋଷ
#ନଳକୂପ_ମୂଳରେ_ଗରା_ବାଲଟିର_ଲମ୍ବା_ଲାଇନ୍
୩ଶହ ଲୋକଙ୍କ ପାଇଁ ୩ଟି ଟ୍ୟୁବୱେଲ । ସେଥିରୁ ୨ଟି ଅଚଳ । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୩ଶହ ଲୋକେ । କୁଶପୋଦା ଗାଁରେ ଉତ୍କଟ ଜଳ ସଙ୍କଟ ।
#mayurbhanj #WaterProblem #drinkingwater #odisha #ArgusNews