ଅନୁଗୋଳ ଜିଲ୍ଲାର ଆଜାଦ ଆର୍ଟିଷ୍ଟ ଗ୍ରୁପ ତରଫରୁ ନିଆରା ଢଙ୍ଗରେ ତ୍ରିରଙ୍ଗା ରାଲି। ଅନୁଷ୍ଠାନର ସଦସ୍ୟ ରଜତ ରଞ୍ଜନ ନାଥଙ୍କ ପ୍ରଚେଷ୍ଟାରେ ଅନୁଷ୍ଠାନର କର୍ମକର୍ତ୍ତା ଟାୟାର ଗଡାଇ ରାସ୍ତାରେ ଦୌଡିବା ସହ ତ୍ରିରଙ୍ଗା ପତାକା ଧରି ରାଲି କରିଛନ୍ତ॥
#angul #tirangarally #Odisha #ArgusNews