#ପ୍ରତାରକ_ବିଧାୟକ_!
#ଧୋକେବାଜ_ବିଧାୟକ_ବିଜୟ_ଶଙ୍କରଙ୍କ_ନାଁରେ_ଏତଲା
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହ ମାମଲା ଏବେ ଥାନାରେ ପହଞ୍ଚିଛି । ବିଜୟ ଶଙ୍କର ଦାସଙ୍କ ନାଁରେ ଜଗତସିଂହପୁର ସଦର ଥାନାରେ ଏତଲା ଦିଆଯାଇଛି ।
#MLA #Cheating #TirtolMLA #Lovemarriage #JagatsinghpurPoliceStation #afire #Jagatsinghpur #Odisha #ArgusNews