ମହାମହିମଙ୍କ ଅପମାନ ସାରା ଦେଶକୁ ଏବଂ ରାଷ୍ଟ୍ରକୁ ଅପମାନ । ମହିଳା ସମାଜ ଓ ସାରା ଦେଶର ଭାବାବେଗକୁ ଦୋହଲାଇ ଦେଲା ଭଳି ମନ୍ତବ୍ୟ । ଯଥା ଶିଘ୍ର ଅଖିଳ ଗିରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ମମତା ବାନାର୍ଜୀ ।
#TMCMinister #objectionableremark #President #DraupadiMurmu #AkhilGiri #ArrestTMCLeader #National #ArgusNews