ରାଷ୍ଟ୍ରମୁଖ୍ୟ ବ୍ୟକ୍ତି ନୁହେଁ ସେ ଗୋଟେ ଅନୁଷ୍ଠାନ । ଅନୁଷ୍ଠାନକୁ ବ୍ୟକ୍ତି ବିଶେଷ ଭାବରେ ଜାତି, ରଙ୍ଗ ଏବଂ ରୁପକୁ ବିଚାର କରାଯାଏନାହିଁ । ସେ ରାଷ୍ଟ୍ରମୁଖ୍ୟ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ବିବାଦୀୟ ମନ୍ତବ୍ୟକୁ ଆମେ ଦୃଢ ନିନ୍ଦା କରୁଛୁ ।
#TMCMinister #objectionableremark #President #DraupadiMurmu #AkhilGiri #ArrestTMCLeader #ArgusNews