ମହାମହିମ ରାଷ୍ଟ୍ରପତିଙ୍କୁ ଅପମାନ ଜନକ ଶବ୍ଦ ବ୍ୟବହାର। ବାଲେଶ୍ବର ଭାରତୀୟ ପ୍ରତିରକ୍ଷା ବିଭାଗର ପୂର୍ବତ୍ତନ ଅଧିକାରୀ ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାଯାଇଛି। ଏବଂ ଦୃଢ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁ୍ରୋଧ କରିଛନ୍ତି।
#TMCMinister #objectionableremark #President #DraupadiMurmu #AkhilGiri #ArrestTMCLeader #ArgusNews