ଅଖିଳ ଗିରିଙ୍କ ବିବାଦିୟ ବୟାନକୁ ନେଇ ବାରିପଦାରେ ଅସନ୍ତୋଷର ବହ୍ନି । ଦ୍ରୌପଦୀ ମୁର୍ମୁଙ୍କ ସୁନ୍ଦରତା ଉପରେ ପ୍ରଶ୍ନ କରି ରାଷ୍ଟ୍ରକୁ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି ।
#TMCMinister #objectionableremark #President #DraupadiMurmu #AkhilGiri #ArrestTMCLeader #National #ArgusNews