#ପଶ୍ଚିମବଙ୍ଗ_ମନ୍ତ୍ରୀ_ଅଖିଳ_ଗିରିଙ୍କୁ_ତୁରନ୍ତ_ଗିରଫ_କରାଯାଉ
ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କରିଛନ୍ତି । ତୁରନ୍ତ ତାଙ୍କୁ ଗିରଫ କରାଯାଉ ଏବଂ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ ।
#TMCMinister #objectionableremark #President #DraupadiMurmu #AkhilGiri #ArrestTMCLeader #ArgusNews