#ଭାରତରେ_ପୁଣି_କଳା_ଗୋରା_ଭେଦଭାବ?
ବଡ଼ ଦାଣ୍ଡରେ ୨ କିଲୋମିଟର ଚାଲିକି ଗଲେ ମହାମହିମ ରାଷ୍ଟ୍ରପତି । ଭାରତ ବାସୀଙ୍କୁ ସମ୍ନାନ ଦେଲେ । ତାଙ୍କୁ ଅପମାନ ସାରା ଦେଶକୁ ଅପମାନ । ଯଦି ମମତା ବାନାର୍ଜି ଅଖିଳ ଗିରିଙ୍କୁ ବହିସ୍କାର ନ କରିବେ ଆଗାମି ଦିନରେ ଆମେ ଟିଏମ୍ସିର କୈାଣସି ନେତା, ମନ୍ତ୍ରୀଙ୍କୁ ପୁରିରେ ପୁରେଇ ଦେବୁ ନାହିଁ ।
#TMCMinister #objectionableremark #President #DraupadiMurmu #AkhilGiri #ArrestTMCLeader #National #ArgusNews