ଆଜି ପୁଣି ତାତିବ ବିଧାନସଭା । ରାଜ୍ୟରେ ଅଫିସର ରାଜ୍ ଅଭିଯୋଗରେ ସରକାରଙ୍କୁ ଘେରିପାରନ୍ତି ବିଜେପି ଓ କଂଗ୍ରେସ । ବିରୋଧୀଙ୍କ ଅଭିଯୋଗ, ଗୌଣ ହେଉଛି ମନ୍ତ୍ରୀଙ୍କ କ୍ଷମତା । ସେପଟେ କାଉଣ୍ଟର ପାଇଁ ବାଟ ଖୋଜୁଛି ବିଜେଡି ।
#ArgusNews #assembly #opposition #counter #Odisha
Be the first to know any news. You will get latest stories and video updates through the day. You can turn them off anytime.