#ଆଜି_ପବିତ୍ର_ହେରାପଞ୍ଚମୀ
ଆଡପମଣ୍ଡପରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଗୁଣ୍ଡିଚା ମନ୍ଦିରକୁ ଧର୍ମପତ୍ନୀଙ୍କୁ ସାଙ୍ଗରେ ନ ଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ବୁଲି ଆସିଛନ୍ତି କାଳିଆ ଠାକୁର । ଏଣୁ ରାଗ ଜର୍ଜରିତ ଲକ୍ଷ୍ମୀ ଠାକୁରାଣୀ । କ୍ରୋଧରେ ରଥ ଭାଙ୍ଗି ନନ୍ଦିଘୋଷ ଉପରେ ରାଗ ଶୁଝାଇବେ । ପରେ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ ଅଭିମାନିନୀ ଠାକୁରାଣୀ
#Puri #GundichaTemple #HeraPanchami #Odisha #ArgusNews