ଆଜିର ଦିନକୁ ପ୍ରେମ ଦିବସ ଭାବେ ଛାତ୍ରଛାତ୍ରୀ ମାନେ ସାରା ବିଶ୍ୱରେ ପାଳନ କରୁଥିବା ବେଳେ। ଫକିରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଜିର ଦିନକୁ କଳା ଦିବସ ଭାବେ ପାଳନ କରିଛନ୍ତି। ଆଜିର ଦିନରେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ 4ବର୍ଷ ପୁରିଛି। ବୀର ସହିଦ ମାନେ ଦେଶ ରକ୍ଷା ପାଇଁ ନିଜର ଜୀବନକୁ ବଳିଦାନ ଦେଇଥିଲେ।
#ArgusNews #ValentineDay #BlackDay #Student #Celebrate #Balasore #Odisha