ଆଜି ଭାରତୀୟ ନୌସେନା ଦିବସ । ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଉଛି ।
#ArgusNews #IndianNavyDay #celebrated #programorganized #Visakhapatna #President #DraupadiMurmu #attend #National