ଦେଶ ତାର 75 ତମ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ, କେନ୍ଦ୍ର ସରକାରଙ୍କର ବିଭିନ୍ନ ସେବା ପ୍ରତିଷ୍ଠାନ ତରଫରୁ ଏହାକୁ ଆନନ୍ଦର ସହ ପାଳନ କରାଯାଉଛି | ଏଥିସହ ଡାକ ବିଭାଗ ତରଫରୁ ଆଜି ପାଳନ ହୋଇଛି 140 ତମ ବୀମା ସୁରକ୍ଷା ଦିବସ |
#ArgusNews #PostalDepartment #Kendrapada #Odisha