#ଆଜି_ବିଶ୍ବ_ପ୍ରସିଦ୍ଧ_ଚଡକ_ମେଳାର_ଅନ୍ତିମ_ଦିନ_ଅର୍ଥାତ_ମହାପାଟ_ପର୍ବ
ଭକ୍ତମାନେ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଶିବ ପାର୍ବତୀଙ୍କ ପ୍ରତୀକ ଘଟ ଧରି ମନ୍ଦିରକୁ ଆସିଥାନ୍ତି। କିମ୍ବଦନ୍ତୀ ଅନୁସାରେ ବହୁ ଭକ୍ତ କୋଟି ଜିହ୍ଵାକୁ ଲୌହ ଶାଳକା ଵିଦ୍ଧ କରି ସେଠାରୁ ଭଜନ, କୀର୍ତ୍ତନ ଓ ନୃତ୍ୟ ପୂର୍ବକ ପଟୁଆରରେ ଆସି ମନ୍ଦିର ପରିକ୍ରମା କରନ୍ତି ।
#balasore #chadak #festival #Odisha #ArgusNews