ଆଜି ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ । ଦିନ 11.45 ଶପଥ ନେବେ 21 ଜଣ ମନ୍ତ୍ରୀ । ରାଜଭବନ ବଦଳରେ ଏଥର ଲୋକସେବା ଭବନ କନଭେନସନ ସେଣ୍ଟରେ ହେବ ଏହି ଶପଥ ଗ୍ରହଣ ସମାରୋହ । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଜଣେ ପରେ ଜଣେ ମନ୍ତ୍ରୀଙ୍କୁ ପଦ ଓ ଗୋପନିୟତାର ଶପଥ କରାଇବେ ।
#Bhubaneswar #NaveenPatnaik #newcabinets #OathCeremony #NewMinister #GaneshiLal #Odisha #ArgusNews