#ଆଜି_ଶ୍ରାବଣ_ମାସର_ତୃତୀୟ_ସୋମବାର
ସୌବପିଠା ଚଳଚଞ୍ଚଳ କୋଭିଡ କଟକଣା ପାଇଁ ଦୁଇବର୍ଷ ବନ୍ଦ ଥିଲା । ଶିବ ଲିଙ୍ଗରେ ଜଳଢାଳି ବେଶ ଆନନ୍ଦିତ ଅଛନ୍ତି ଭକ୍ତମାନେ, ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ କାଣିମହୁଲୀ ବାବା କପିଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବା ପାଇଁ ମିଳିଥିଲା ।
#Mayurbhanja #Suliapada #Kanimahuli #Bolbom #Odisha #ArgusNews