#ଆଜି_ଉତ୍କଳ_ଦିବସ
#ଦେଶର_ପ୍ରଥମ_ଭାଷା_ଭିତ୍ତିକ_ରାଜ୍ୟ_ଭାବେ_ଓଡ଼ିଶାକୁ_ମିଳିଥିଲା_ମାନ୍ୟତା
ଏହି ଦିନକୁ ମନେ ପକାଇବା ପାଇଁ ୧୯୩୬ ମସିହା ଠାରୁ ପାଳନ ହୋଇଆସୁଛି ଉତ୍କଳ ଦିବସ । ଓଡ଼ିଆ ବୀରଙ୍କ ସ୍ମୃତିଚାରଣ କରାଯିବା ସହ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
#HappyUtkalDivas #Standard #Aprilfirst #odisha #ArgusNews