#ଆଜି_ବିଶ୍ଵ_ପରିବେଶ_ଦିବସ
ବିଶ୍ଵରେ ପରିବେଶକୁ ସ୍ଵଚ୍ଛ ଓ ନିର୍ମଳ କରିବା ପାଇଁ ସବୁ ଦିଗରେ ଜାରି ରହିଛି ଚେଷ୍ଟା । ତେବେ ଏହି କ୍ରମରେ ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଆରମ୍ଭ କରାଯାଇଛି ନିଆରା ପ୍ରଚେଷ୍ଟା ।
#WorldEnvironmentDay #PrajapatiBrahmaKumariAishwarya #Odisha #celebration #ArgusNews