#ଆଜି_ବିଶ୍ବ_ମେଲେରିଆ_ଦିବସ
ଆଜି ବିଶ୍ବ ମେଲେରିଆ ଡେ ଅବସରରେ ଆଯୋଜିତ କାର୍ଯକ୍ରମରେ ଯୋଗଦେଇ କେନ୍ଦ୍ର ସ୍ବାସ୍ଥଯମନ୍ତ୍ରୀ ମନସୁଖ ମାଣ୍ଡଭିଆ ଭାରତରୁ ମେଲେରିଆକୁ ମୂଳୋତ୍ପାଟନ କରିବାକୁ କହିଛନ୍ତି । ଏହି କାର୍ଯକ୍ରମରେ ଅନ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସମେତ ଡବ୍ଲୁଏଚଓର ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ ।
#WorldMalariaDay #today #program #ArgusNews