ଛେନାପୋଡ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ ଛେନାପୋଡ । ଆଉ ଆଜି ହେଉଛି ବିଶ୍ଵ ଛେନାପୋଡ ଦିବସ । ତେବେ ନୟାଗଡ ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ଵ ଛେନାପୋଡ ଦିବସ ରୂପେ ପାଳନ ପାଇଁ ଅଣ୍ଟା ଭିଡିଛନ୍ତି ବିଭିନ୍ନ ଅନୁଷ୍ଠାନ
#Nayagarh #ChhenapodDay #Odisha #ArgusNews