ପୂରୀ ବ୍ଲୁଫ୍ଲାଗ ବିଚ ଠାରୁ ବ୍ରହ୍ମପୁର ଅଭିମୁଖେ ବାହାରିଲା ସାଇକେଲ ଯାତ୍ରା -ଟୁର ଡି କଳିଙ୍ଗର ୧୭ଜଣିଆ ଟିମ । ଗତକାଲି ଭୁବନେଶ୍ୱର ଠାରୁ ବାହାରିଥିବା ଏହି ଟିମ ୧୩ ଦିନରେ ୧୩୦୦ କିମି ଯାତ୍ରା କରି କୋରାପୁଟରେ ପହଞ୍ଚିବ । ଆଜିର ଦିନରେ ୧୨୦ କିମି ଯାତ୍ରା ପାଇଁ ରହିଛି ସୂଚୀ
#ArgusNews #TourTheKalinga #cyclist #BrahmapurVisit #Odisha