#ଖତ୍_ଖାଉଛେ_ପର୍ଯ୍ୟଟନ୍_ପ୍ରକଲ୍ପ
28 ବଛର୍ ଧରିକିନା ଅବହେଲାର୍ ଶିକାର୍ । ଜହଦିନୁ ପାଲ୍ଟି ଯାଇଛେ ଭୁତ୍କୋଠା । ଉଦ୍ଘାଟନ୍ ପରେ ଭୁଲିଗଲେ ସରକାର । ଅସାମାଜିକ୍ ବ୍ୟକ୍ତିକଁର ପାଲ୍ଟିଛେ ଆଡ୍ଡା । 1995 ମସିହାନେ କଲାହାଣ୍ଡିର୍ ଥୁଆମୂଳ ରାମପୁରନେ ଉଦ୍ଘାଟନ ହେଇଥିଲା ଇ ପର୍ଯ୍ୟଟନ୍ ପ୍ରକଲ୍ପ ।
#ArgusNews #project #touristplace #kalahandi #OdishaGovt #neglect #development #Odisha