#ମହିଳା_ଟ୍ରାଫିକ_କର୍ମଚାରୀ_ଦେଖାଇଲେ_ମହାନତା
ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇ ଜିତିଲେ ଲୋକଙ୍କ ହୃଦୟ। ସାହାଯ୍ୟ କରିଥିବା ମହିଳା ଟ୍ରାଫିକ କର୍ମଚାରୀ ହେଉଛନ୍ତି ସନ୍ତୋଷି ମଲ୍ଲିକ। ରାଜଧାନୀର ନାଲକୋ ଛକରେ ନିଜ ଡ୍ୟୁଟି କରୁଥିବାବେଳେ ଜଣେ ଆହତ ବ୍ୟକ୍ତିଙ୍କୁ ସେ ସାହାଯ୍ୟ କରିଥିଲେ...।
#ArgusNews #TrafficPolice #greatness #AccidentVictim #help #Odisha