ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ମୁଖିଆ ସମସ୍ୟା ହେଉଛେ ଟ୍ରାଫିକ୍ ସମସ୍ୟା। ସହରର ମୁଖିଆ ଛକ, ଗଳି ରାସ୍ତାରେ ବୁଲା ଗାଈ ଗୋରୁ ସବ୍ ସମିୟା ରହୁଥିବାର୍ ଲାଗିର୍ ଲୁକକୁଁ ଯାନା ଆନାନେ ବନେ ଅସୁବିଧା ହେଉଥିଲା । ବୁଲା ଗାଈ ଗୋରୁଙ୍କୁ ଆୟତ୍ତ କରବା ଲାଗିର୍ ବହୁତ ସମିୟା ଦାବି ହେବାର୍ ପରେ ପ୍ରଶାସନ ଇ ସବୁ ଉପରେ ରୋକ୍ ଲଗାବାକେ ଅଣ୍ଟା ଭିଡ଼ିଛେ
#Cow #TrafficProblem #Balangir #Odisha #ArgusNews