#ଭଡା_ଟ୍ରଲି_ପାଲଟିଛି_ଘର
#ଜୀବନ_ଜୀବିକା_ଏହି_ଟ୍ରଲିରୁ
କେନ୍ଦୁଝର ଜିଲ୍ଲାର ପଦ୍ମପୁର ଗାଁର ମୁଣ୍ଡା ସାହିର ଅଣ୍ଡ ମୁଣ୍ଡା । ବାପା ମାଆ ଆର ପାରିକୁ ଚାଲିଯିବା ପରେ ରହୁଥିବା ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଏହାପରେ ଘରଟିଏ ପାଇଁ ସରପଞ୍ଚଙ୍କ ନିକଟରେ ଗୁହାରି କରିଥିଲେ ଅଣ୍ଡ ମୁଣ୍ଡା । ମାତ୍ର ବର୍ଷ ପରେ ବର୍ଷ ବିତିଗଲା, କିନ୍ତୁ ମିଳିଲାନି ଘର। ଶେଷରେ ବାଧ୍ୟ ହୋଇ ଏହି ଟ୍ରଲିରେ ଜୀବନଯାପନ କରୁଛନ୍ତି ।
#Kendujhar #Padmapur #trali #andamunda #Sarapancha #life #Livelihood #Odisha #ArgusNews