ଏଣିକି ବିମାନ ଉଡାଇପାରିବେ କିନ୍ନର ।ଏ ନେଇ ଡିଜିସିଏ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଜାଇଛି। ଏହି ନିଯମ ଅନୁଯାୟୀ କମର୍ସିଆଲ ପାଇଲଟ ହେବାକୁ ଇଚ୍ଛା କରୁଥିବା କିନ୍ନର ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ପାଇଲଟ୍ ପାଇଁ ଆବେଦନ କରିପାରିବେ ।
#IndianAirForce #transgender #Pilot #Odisha #ArgusNews