#ରାଜଧାନୀରେ_ଗର୍ଜିଲେ_କିନ୍ନର
#ବର୍ଷାରେ_ଭିଜିଲେ_ରାସ୍ତାରେ_ଗଡ଼ିଲେ
କିନ୍ନରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ଓ ସହାୟତା ପ୍ରଦାନ କରାଯାଉଛି । ହେଲେ ଏହା ବାଟମାରଣା ହେଉଥିବା ଅଭିଯୋଗ କରି ଆଜି ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ କରିଛନ୍ତି ଶତାଧିକ କିନ୍ନର । ଆଉ କିନ୍ନର ସଙ୍ଘର ସଭାପତି ମୀରା ପରିଡା ଓ ତାଙ୍କର କିଛି ସହଯୋଗୀଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
#Bhubaneswar #Transgender #Protest #Odisha #ArgusNews