ସାରା ରାଜ୍ୟରେ ପୌର ନିର୍ବାଚନ ବେଳେ ବିଭିନ୍ନ ଜିଲ୍ଲାରେ ଥିବା ନିର୍ବାଚନ କାର୍ଯ୍ୟାଳୟରେ ସରକାରୀ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗ କଲା କଂଗ୍ରେସ । ଏ ନେଇ ଆଜି କଂଗ୍ରେସ ନିର୍ବାଚନ କମିଶନ ପାଖରେ ଅଭିଯୋଗ କରିଛି ।
#BBSR #Congress #ElectionCommssion #Odisha #ArgusNews