#ଚିକିତ୍ସା_ପାଇଁ_ଅର୍ଥ_ସାଜିଛି_ବାଦକ
#ବିଛଣାରେ_ଜୀବନ_ସହ_କରୁଛନ୍ତି_ସଂଘର୍ଷ
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଳକ ଅନ୍ତର୍ଗତ ଊାଲଗଡିଆ ପଞ୍ଚାୟତର ଗୁହାଳଡିହା ଗାଁର ଗୌର ମୋହନ ଧଳଙ୍କ ପରିବାର ଉପରେ ଦୁଃଖର କଳାବାଦଲ। ସାନ ଝିଅ ଜ୍ୟୋତ୍ସ୍ନା +୨ରେ ପଢୁଥିବା ବେଳେ ହଠାତ୍ ପେଟରେ ଯନ୍ତ୍ରଣା ହୋଇଥିଲା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। କାମରେ ଆସୁନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ। ଝିଅର ଚିକିତ୍ସା ପାଇଁ ପରିବାର ଲୋକେ ଜମିବାଡ଼ି ବିକ୍ରୀ କରିସାରିଲେଣି। ଅଧିକ ଚିକିତ୍ସା ପାଇଁ ଅଧିକ ଅର୍ଥ ଲୋଡା ।
#ArgusNews #treatment #Bijuhealthcard #ufalgadia #healthissue #Suliapada #guhaldia #Mayurbhanj #joshna #money #Odisha