ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ମହୀଧରପୁର (କଙ୍କଣ )ଗ୍ରାମର ଭୂମିଜ ସମ୍ପ୍ରଦାୟ ଆଦିବାସୀ ଲୋକଙ୍କ ଧାନ କ୍ଷେତରୁ ବଳପୂର୍ବକ ଧାନ କାଟି ନେଉଛନ୍ତି ଗ୍ରାମର କିଛି ଖଳ ପ୍ରକୃତିର ଲୋକ। ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଦଣ୍ଡବତ ହୋଇ ଅଭିଯୋଗ କରିଛନ୍ତି ଭୂମିଜ ସମ୍ପ୍ରଦାୟ ଲୋକ....।
#ArgusNews #Dhenkanal #tribalpeople #complain #collector #Odisha